ମୁସଲମାନ ଅନ୍ଧ ଭକ୍ତ ଙ୍କ ହୃଦୟସ୍ପର୍ଶୀ ଭଜନ Heart Touching Bhajan of blind Muslim devotee



ଅବଦୁଲ ସମଦ ନିଜାମି। (ସାମ ସାର୍) ପ୍ରହରାଜପୁର, କଟକ। ଈଶ୍ବର ଚକ୍ଷୁ ଦୁଇଟି ନେଇ ଯାଇଛନ୍ତି ସତ୍ୟ, କିନ୍ତୁ କଣ୍ଠରେ ଭରି ଦେଇଛନ୍ତି ଯାଦୁ। ଜାତିରେ ଯବନ, କିନ୍ତୁ କଣ୍ଠରେ ସୁନ୍ଦର ଭାବପୂର୍ଣ୍ଣ ଜଗନ୍ନାଥ ଜଣାଣ। ବଣମଲ୍ଲୀ …

Leave a Reply